Jibanara Sesa Bandhu Prabhu Jagannatha | ଜୀବନର ଶେଷ ବନ୍ଧୁ… | Namita Agrawal | Sidharth Music Lyrics Download

Jibanara Sesa Bandhu Prabhu Jagannatha | ଜୀବନର ଶେଷ ବନ୍ଧୁ… | Namita Agrawal | Sidharth Music Lyrics Download

[fvplayer id=”12″]

Contents

Jibanara Sesa Bandhu Prabhu Jagannatha Lyrics

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ

ଜୀବନର ଶେଷ ଗୀତ
ଜୀବନର ଶେଷ ଗୀତ ରାମ ନାମ ସତ୍ୟ ହେ

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ

ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ
ଜୀବନର ଶେଷ ଖେଳ ବଡ଼ଦାଣ୍ଡରେ
ଜୀବନର ଶେଷ ନିଦ୍ରା ସ୍ବର୍ଗଦ୍ବାରରେ

ଜୀବନର ଶେଷ ସ୍ଵପ୍ନ
ଜୀବନର ଶେଷ ସ୍ଵପ୍ନ ନୀଳଚକ୍ର ନେତ ସେ

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ

ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ଦୁଃଖ ପାପ ଅର୍ଜନ
ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ

ଜୀବନର ଶେଷ ଲକ୍ଷ୍ୟ
ଜୀବନର ଶେଷ ଲକ୍ଷ୍ୟ ବନ୍ଧନରୁ ମୋକ୍ଷ ହେ

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ

ଜୀବନର ଶେଷ ଭୋକ ମେଣ୍ଟେ ନିର୍ମାଲ୍ୟରେ

ଜୀବନର ଶେଷ ଗୀତ
ଜୀବନର ଶେଷ ଗୀତ ରାମ ନାମ ସତ୍ୟ ହେ

ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ
ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ
ପ୍ରଭୁ ଜଗନ୍ନାଥ ସେ, ପ୍ରଭୁ ଜଗନ୍ନାଥ

Jibanara Sesa Bandhu Prabhu Jagannatha Details

Song : Jibanara Sesa Bandhu Prabhu Jagannatha.. Jibanara Sesa Gita Rama Nama Satya
Singer : Namita Agrawal
Lyrics : Alekh Biswal
Music : Manmath Mishra

Leave a Comment

error: