Chala Sakhi Aambhe Darshana Kariba – Odia Jagannath Bhajan | Namita Agrawal | Sidharth Music Lyrics

Chala Sakhi Aambhe Darshana Kariba – Odia Jagannath Bhajan | Namita Agrawal | Sidharth Music Lyrics

[fvplayer id=”6″]

Contents

Chala Sakhi Aambhe Darshana Kariba Lyrics Details

Song : Chala Sakhi Ambhe Darshana Kariba

Singer : Namita Agrawal

Album : Hrudayara Gita Vol – 2 Album No. : SM-1500

Lyrics : Bhakta Salabega

Music : Traditional

Video Director : Abhaya Gadanayak

DI & Editor : Chandan Panda

Camera Associate : Rintu, Narendra & Vicky

Technical Support : Durga Prasad Das

Makeup : Deepak Recorded

At: Sidharth Studio Voice

Dub : Munna & Bubu at Sidharth Studio

Mastering By: Sitaram Agrawal & Swapnajit Sabat

Banner : Sidharth Music

Producer : Sitaram Agrawal & Namita Agrawal Music

Label : Sidharth Music

Chala Sakhi Aambhe Darshana Kariba Lyrics

ଚାଲ ସଖି ଆମ୍ଭେ ଦର୍ଶନ କରିବା
ଚାଲ ସଖି ଆମ୍ଭେ ଦର୍ଶନ କରିବା
ଚାଲ ସଖି ଆମ୍ଭେ ଦର୍ଶନ କରିବା,ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି, ଗିରିବର ତୋଳିଆକୁ
ସେ ଯେ ଶ୍ରୀମୁଖ ତୋରା, ଶିରେ ସୁନା ସୁତା କିରାକିରା
ସେ ଯେ ଶ୍ରୀମୁଖ ତୋରା, ସେ ଯେ ଶ୍ରୀମୁଖ ତୋରା

ଶ୍ୱେତ ପଦ୍ମ ଆଖି, ଦେଖିଲେ ଗୋ ସଖି
ଶ୍ୱେତ ପଦ୍ମ ଆଖି, ଦେଖିଲେ ଗୋ ସଖି, ଚିତ୍ତ କି ବାହୁଡ଼େ ଆଉ
କର୍ଣ୍ଣରେ କୁଣ୍ଡଳ, ଦିଶେ ଝଲଝଲ, କୌସ୍ତୁଭ ଦାଉଦାଉ
ସେ ଯେ ହିଆ ଵୃଷାଳ, ମିଶିବାର ବାରା ନିଧି ଫଳ
ସେ ଯେ ହିଆ ଵୃଷାଳ, ସେ ଯେ ହିଆ ଵୃଷାଳ

ଶଙ୍ଖ ଚକ୍ର ଗଦା ପଦ୍ମ, ମହାପ୍ରଭୁ
ଶଙ୍ଖ ଚକ୍ର ଗଦା ପଦ୍ମ, ମହାପ୍ରଭୁ , ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହପୀଡ଼ା ମାନେ, ଆଉ କି ପସିବେ ଡରି
ସେ ଯେ ଦୟାସାଗର, ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଦୟାସାଗର, ସେ ଯେ ଦୟାସାଗର

ଶ୍ରୀପୁରୁଷୋତ୍ତମ ରହଣୀ କରିବା
ଶ୍ରୀପୁରୁଷୋତ୍ତମ ରହଣୀ କରିବା, ଖାଇବା ଛଡ଼ା ତୁଳସୀ
କହେ ସାଲବେଗ, ହରି ହେ, କହେ ସାଲବେଗ
ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ
ସେ ଯେ ଆରତ ତ୍ରାଣ, ତାଳ ଗଜକୁ ସିଂହ ପ୍ରାୟେଣ
ସେ ଯେ ଆରତ ତ୍ରାଣ, ଚାଲ ଚାଲ ପଶିବା ଶରଣ
ସେ ଯେ ଆରତ ତ୍ରାଣ, ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଆରତ ତ୍ରାଣ, ସେ ଯେ ଆରତ ତ୍ରାଣ, ସେ ଯେ ଆରତ ତ୍ରାଣ

Leave a Comment

error: