Deunchi Mo Baan Akhi- Superhit Album Song ଡେଉଁଚି ମୋ ବାଁ ଆଖି | Naina das ,Prakruti | Sidharth Music Lyrics

Deunchi Mo Baan Akhi- Superhit Album Song ଡେଉଁଚି ମୋ ବାଁ ଆଖି | Naina das ,Prakruti | Sidharth Music Lyrics

[fvplayer id=”7″]

Contents

Deunchi Mo Baan Akhi Details

Song : Deunchi Mo Baan
Album : Deunchi Mo Baan Aakhi
Album No SM-1257
Singer : Namita Agrawal
Lyrics : Nizam
Music : Santiraj Khosla
Music Label : Sidharth Music

Video Director :
Editor :
Digital Grading : Shivananda Jena
DI At : Sidharth Studio
Camera Associate : Rintu, Narendra & Vicky
IT Support : Durga Prasad Das
Makeup : Deepak
Recorded At: Sidharth Studio
Voice Dubbing : Munna & Pappu
Mastering By: Sitaram Agrawal & Swapnajit Sabath
Banner : Sidharth Music
Producer : Sitaram Agrawal & Namita Agrawal
Music Label : Sidharth Music

Deunchi Mo Baan Akhi Lyrics in Odisha

ଡେଉଁଛି ମୋ ବାଁ ଆଖି
ଡେଉଁଛି ମୋ ବାଁ ଆଖି , ଆଜି କିଏ ଆସିବ କି
ଡେଉଁଛି ମୋ ବାଁ ଆଖି , ଆଜି କିଏ ଆସିବ କି
ସକାଳୁ ସକାଳୁ କୁହ କିଆଁ, କାଉ ରାବେ କା କା କା
କାଉ ରାବେ କା କା କା
ମୁଠାଏ ଚାଉଳ ନେଇ, ଅଗଣାରେ ଦେଲି ଥୋଇ
ମୁଠାଏ ଚାଉଳ ନେଇ, ଅଗଣାରେ ଦେଲି ଥୋଇ
କହିଲି ଖାଇବୁ ଯଦି ଖାଆ , ନହେଲେ ତୁ ଯା ଯା ଯା
ନହେଲେ ତୁ ଯା ଯା ଯା

ମଥାନ ଛୁଇଁ, ଖରା ପଡ଼ିଲା, ଚାହିଁଲି ମୁଁ ଝରକାରେ
ଭାବିଲି ମାନେ ସିଏ ନ ଆସୁ, ଚିଠି ତାର ଆସିପାରେ
ମଥାନ ଛୁଇଁ, ଖରା ପଡ଼ିଲା, ଚାହିଁଲି ମୁଁ ଝରକାରେ
ଭାବିଲି ମାନେ ସିଏ ନ ଆସୁ, ଚିଠି ତାର ଆସିପାରେ
ଡାକଵାଲା ଡାକ ଦେଲା, ଛନଛନ ମନ ହେଲା
ଡାକଵାଲା ଡାକ ଦେଲା, ଛନଛନ ମନ ହେଲା, କହରେ ଚିଠି ଆସିଛି କି ନା
କହିଲା ସେ “ନା ନା ନା”, କହିଲା ସେ “ନା ନା ନା”

ମନକୁ ମାରି ବସିଲି ଯାଇ, ଗାଁ ଆମ୍ବ ତୋଟା ମାଳେ
ବଉଳ ଆସି କହିଲା କାନେ, ଆସିଛନ୍ତି ସିଏ କାଳେ
ମନକୁ ମାରି ବସିଲି ଯାଇ, ଗାଁ ଆମ୍ବ ତୋଟା ମାଳେ
ବଉଳ ଆସି କହିଲା କାନେ, ଆସିଛନ୍ତି ସିଏ କାଳେ
ମନ ହେଲା ଧକଧକ, ସତ ହେଲା କାଉ-ଡାକ
ମନ ହେଲା ଧକଧକ, ସତ ହେଲା କାଉ-ଡାକ
ରାବୁ ପଛେ ସିଏ ଯେତେ କା କା, କହିବିନି ଯା ଯା ଯା
କହିବିନି ଯା ଯା ଯା

ଡେଉଁଛି ମୋ ବାଁ ଆଖି , ଆଜି କିଏ ଆସିବ କି
ଡେଉଁଛି ମୋ ବାଁ ଆଖି , ଆଜି କିଏ ଆସିବ କି
ସକାଳୁ ସକାଳୁ କୁହ କିଆଁ, କାଉ ରାବେ କା କା କା
କାଉ ରାବେ କା କା କା
ମୁଠାଏ ଚାଉଳ ନେଇ, ଅଗଣାରେ ଦେଲି ଥୋଇ
ମୁଠାଏ ଚାଉଳ ନେଇ, ଅଗଣାରେ ଦେଲି ଥୋଇ
କହିଲି ଖାଇବୁ ଯଦି ଖାଆ , ନହେଲେ ତୁ ଯା ଯା ଯା
ନହେଲେ ତୁ ଯା ଯା ଯା

Leave a Comment

error: